Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

କେନ୍ଦୁଝର ସହର: ଅଣା କେନାଲ ନିକଟରେ ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ନନ୍ଦିପଦା ଥାନା ଅଧିନ ଅଣା କେନାଲ ନିକଟରେ ଆଜି ଦିବା ସାଢ଼େ ଗୋଟେ ସମୟରେ ଗୁହାଳଗଡ଼ିଆ ଗ୍ରାମର ଘନଶ୍ୟାମ ସା ଛେନାପଦି ଅଭିମୁଖେ ବାଇକ୍ ଯୋଗେ ଯାଉଥିବା ସମୟରେ ଅପରପାର୍ଶ୍ଵରୁ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ବାଇକରୁ ପଡ଼ି ଗୁରୁତର ହେବାରୁ ସ୍ଥାନୀୟ ଲୋକେ ଘନଶ୍ୟାମଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।