ନବରଙ୍ଗପୁର ପୋଲିସ ଷ୍ଟେସନ: ଡଙ୍ଗରଭେଜା ତହସିଲରେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲାପରିଷଦ ସଭ୍ୟ
ଡଙ୍ଗରଭେଜା ତହସିଲରେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲାପରିଷଦ ସଭ୍ୟ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଅଣ୍ଟାସର ଗାଁ ର ମୁକୁନ୍ଦ ପରଜା ପିତା : ବିଶ୍ୱନାଥ ପରଜା ବାଇକ ଦୁର୍ଘଟଣା ରେ ମୁର୍ତ୍ୟୁ ବରଣ କରିଛନ୍ତି l ଆଜି ସମ୍ପର୍କୀୟ ଙ୍କୁ ସାଙ୍ଗରେ ନେଇ ତହସିଲଦାର ଙ୍କ ଠାରୁ ରେଡ଼କ୍ରସ ପାଣ୍ଠି ରୁ 10 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଅରୁଣ ମିଶ୍ର