ପାଟଣାଗଡ: ବେଲପଡା ଏନ ଏ ସି ନ ହେବା ନେଇ ସ୍ଥାନୀୟ ବିଜେଡି କାର୍ଯ୍ୟ ଲୟ ନିକଟରେ ପ୍ରତିକ୍ରିୟା ରଖିଛନ୍ତି ବେଲପଡା ର ସଚେତନ ନାଗରିକ
Patnagarh, Balangir | Sep 9, 2025
ପୂର୍ବ ତନ ସରକାର ବେଲପଡା କୁ ଏନ ଏ ସି ଘୋଷଣା କରିଥିଲେ କିନ୍ତୁ ବିଜେପି ଆସିବା ପରେ ନୂତନ ସରକାର ଘୋଷଣା କରିଥିବା ନୂତନ ଏନ ଏ ସି ତାଲିକା ରେ...