ଲାଞ୍ଜିଗଡ: ଦୁର୍ଗମ ଅଞ୍ଚଳ ମେଲ ବାହାଲି ବଣ୍ଡେଲ ପଡ଼ା ବାସୀ ଭୋଗୁଛନ୍ତି ଯମ ଯନ୍ତ୍ରଣା।ବଣ୍ଡେଲ ପଡ଼ା ଠାରେ ରଖିଲେ ପ୍ରତିକ୍ରିୟା।
Lanjigarh, Kalahandi | Aug 25, 2025
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ମେଲ ବାହାଲି ବଣ୍ଡେଲ ପଡ଼ାରେ ରାସ୍ତା ନଥିବାରୁ ଗାଁଠାରୁ ଏକ ରୁ ଦୁଇ...