ଅନୁଗୋଳ: ବାଗେଡିଆ ସେବା ସମବାୟ ସମିତିରେ ସାର ପାଇଁ ବର୍ଷାରେ ଭିଜିଲେ ଶହ ଶହ ଚାଷୀ
Anugul, Angul | Sep 15, 2025 ସାର ପାଇଁ ନାହିଁ ନଥିବା ଅସୁବିଧା । ଦୋକାନରେ ୭୦୦ ଟଙ୍କାରୁ ୮୦୦ଟଙ୍କା ସାର ଦେଇ କିଣି ପାରୁନାହାନ୍ତି ଚାଷୀ। ଏଥିପାଇଁ ପାଇଁ ଆଜି ବାଗେଡିଆ ସମବାୟ ସମିତିରେ ଲୋକ ମାନେ ଅନିଦ୍ରା ହୋଇ। ସାର ନେବା ପାଇଁ ଚାଷୀ ଆଧାର କାର୍ଡ ଲାଇନରେ ରଖି ଜଗି ବସିଥିବା ଦେଖିବାକୁ ମିଳିଛି। ଦେଖିନାହାନ୍ତି ଟିକେ ଏ ଦୃଶ୍ୟ ଟିକେ କିଭଳି ବର୍ଷାରେ ଭିଯୁଛି ଆଧାର କାର୍ଡ ଓ ଚାଷୀ।ଅନୁଗୋଳ ବାଗଡ଼ିଆ ରେ ସାରା ସଙ୍କଟ। ବାଗଡ଼ିଆ ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ। ଲମ୍ବା ଲାଇନ ସହ ତଳେ ପେପର ଉପରେ ନିଜର ଆଧାର କାର୍ଡ ଲମ୍ବା ଲାଇନ ଲଗାଇ ସାର ପାଇଁ ଚାହିଁ ବସିଛନ୍ତି ଚାଷି। ପାଖାପାଖି ୧୭ଶହରୁ ଉର୍ଦ୍ଧ୍ବ ଅ