ପାଟଣା କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଠାରେ ବାର ମାସରେ ତେର ପର୍ବ ସମସ୍ତେ ପ୍ରକୃତି ଉପାସକ ବିଭିନ୍ନ ନିଜସ୍ଵ ପୂଜା ପଦ୍ଧତିରେ ପୂଜା ପର୍ବାଣୀ ପାଳନ କରି ଆସୁଛନ୍ତି ତେବେ ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତର ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମରେ କେଉଁ ଆବାହମାନ କାଳରୁ ଧାନ କଟା ସରିଲା ପରେ ବାଲି ଓଷା ପାଳିତ ହୋଇଆସୁଛି ଅତି ନିଷ୍ଠାର ସହ ଏହି ବାଲି ପୂଜା ଓଷା ପାଳିତ ହୋଇଥିଲା ସେଥି ପାଇଁ ଭକ୍ତମାନେ ଠାକୁରଙ୍କ ପାଖରେ ନଡ଼ିଆ, କଦଳୀ ଭୋଗଇଥାନ୍ତି l