ପରଜଙ୍ଗ: ଦଶିପୁର ପଂଚାୟତରେ ରବିବାର ୧୧ଟାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ସରପଂଚ ସୁଧୀର କୁମାର ପାଳ
ଦଶିପୁର ପଂଚାୟତରେ ରବିବାର ୧୧ଟାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ସରପଂଚ ସୁଧୀର କୁମାର ପାଳ ।ଢେଙ୍କାନାଳ ଜିଲା ଦଶୀପୁର ପଂଚାୟତରେ ରବିବାର ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ସରପଞ୍ଚ ସୁଧୀର କୁମାର ପାଳ, ବିଜେପି ମଣ୍ଡଳ ସଭାପତି ଜିତେନ୍ଦ୍ର କର,ସାମ୍ବାଦିକ ସଂଘ ସଭାପତି ରାଜେଶ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।