ସଦର: ଅଧମୁଣ୍ଡା ଜିପିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ କୁ ସାରା ଦେଶ ରେ ସେବା ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷରୋପଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ କୁ ସାରା ଦେଶ ରେ ସେବା ସପ୍ତାହ ପାଳନ କରୁଥିବାବେଳେ ପ୍ରତି ଜିଲ୍ଲା ରେ ଗଛ ଲଗାଇବାର କାର୍ଯ୍ୟକ୍ରମ ରହିଛି ।କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ଗାଁ ରେ ୩୦୦ ଗଛ ଲଗାଇବା ସହ ୧୭ ସେପ୍ଟେମ୍ବର କଳାହାଣ୍ଡି ଜିଲ୍ଲାରେ ୬ଲକ୍ଷ ରୁ ଅଧିକ ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ଗ୍ରାମପଞ୍ଚାୟତ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡ଼ି କର୍ମୀ,ସ୍ୱେଚ୍ଛାସେବୀ ସଂଗଠନ, ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଅଂ