ଭଟଲି: ସଙ୍ଗୀତ ନାଟକ ଏକାଡେମୀ ଓଡ଼ିଶା ତରଫରୁ ଯୁବ ପ୍ରତିଭା ସମ୍ମାନ ରେ ସମ୍ବାନିତ ହୋଇଥିବା ସୁନୀଲ ବିଭାର ଙ୍କୁ ଭେଟିଲେ ଭଟଲି ବିଧାୟକ
ସଙ୍ଗୀତ ନାଟକ ଏକାଡେମୀ ଓଡ଼ିଶା, ତରଫରୁ ଯୁବ ପ୍ରତିଭା ରେ ସମ୍ବାନିତ ହୋଇଥିବା ପଶ୍ଚିମ ଓଡିଶା ର ସୁନାମ ଧନ୍ୟ କଳାକାର ସୁନିଲ ବିଭାର ଙ୍କୁ ଭୁବନେଶ୍ୱର ରେ ଆଜି 4 PM ରେ ଭେଟି ସ୍ୱାଗତ ଓ ଅଭିନନ୍ଦନ ଜଣାଇଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ