ପୁରୁଣାପାଣି ଗ୍ରାମପଞ୍ଚାୟତ ପରିସରରେ ଓଡ଼ିଶା ପୋଲିସ ତରଫରୁ ସାଇବର ସଚେତନତା ଆକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।ଏହି କାର୍ଯ୍ୟକ୍ରମ ହାତୀବାରି ଥାନା ଆଇ.ଆଇସି ସୁରେନ୍ଦ୍ର କୁମାର ନାୟକଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା।ଏଥିରେ ପୁରୁଣାପାଣି ଗ୍ରାମପଞ୍ଚାୟତର ସରପଞ୍ଚ ହେଲେନ ଲୁଗୁନ,ପିଆରଆଇ ମେମ୍ବର,ବରିଷ୍ଠ ନାଗରିକ,ଏସ.ଏଚ.ଜି ଗ୍ରୁପ ଓ ଛାତ୍ରଛାତ୍ରୀ ମିଶି ପ୍ରାୟ ୧୨୦ଜଣ ଉପସ୍ଥିତ ଥିଲେ।ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।