କୋଟପାଡ: ଦିଗାପୁର ଠାରେ ବିଜେପି ପକ୍ଷରୁ ଆତ୍ମନିର୍ଭର ଭାରତ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠତ l
Kotpad, Koraput | Oct 16, 2025 ଦିଗାପୁର ଠାରେ ଆତ୍ମନିର୍ଭର ଭାରତ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠତ l ଗୁରୁବାର ମଧ୍ୟହ୍ନ ବାରଟା ଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ କୁନ୍ଦୁରା ବ୍ଲକ ଅନ୍ତର୍ଗତ ଦିଗାପୁର ଠାରେ ଆତ୍ମନିର୍ଭର ଭାରତ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦେଶ୍ୟ ଯେ, ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଭିତ୍ତିଭୂମି ଦୃଢ କରିବା ଏବଂ ଦେଶର ଆର୍ଥିକ କ୍ଷମତାକୁ ଏକ ନୂଆ ଗତି ପ୍ରଦାନ କରିବା । ଏହି ଅଭିଯାନ ଉଦ୍ୟୋଗତାର ବୃଦ୍ଧି, ନୂତନତ୍ୱ ପ୍ରତିପାଦନ ଏବଂ ଗ୍ରାମାଞ୍ଚଳ-ସହରାଞ୍ଚଳର ବିକାଶ ପାଇଁ ଏକ ଲଞ୍ଚ ପ୍ୟାଡ ଅଟେ ବୋଲି ବୁଝାଇଥିଲେ