ଭଟଲୀ ବ୍ଲକ ଅନ୍ତର୍ଗତ ବାଉଲସିଂହା ଗ୍ରାମର ପୋଖରୀରେ ନିକଟସ୍ଥ BPCL ପ୍ଲାଣ୍ଟ ରୁ ନିର୍ଗତ ମଇଲା ଆବର୍ଜନା ପାଣି ମିଶି ସଂପୁର୍ଣ୍ଣ ଅପରିଷ୍କାର ହୋଇଯାଇଛି ଯଦ୍ବାରା ବିଭିନ୍ନ ଚର୍ମରୋଗ ଓ ମାଛ ମଧ୍ଯ ମରୁଛନ୍ତି । ଏନେଇ କଂପାନୀ କତୃପକ୍ଷ ଙ୍କୁ ଗ୍ରାମବାସୀ ଅଭିଯୋଗ କଲେ ବି ସୁଫଳ ମିଲୁନାହିଁ । ଆଜି ଏ ସଂପର୍କିତ ମତାମତ 4 PM.ରେ ଗ୍ରାମବାସୀ ତଥା ଭଟଲୀ ବିଧାନସଭାର AAP ସଭାପତିଙ୍କ ଦେଖନ୍ତୁ ମତାମତ