Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଖଲ୍ଲିକୋଟ୍: ପବିତ୍ର ମକର ସଂକ୍ରାନ୍ତି ଅବସରରେ ମା' ତାରାତାରିଣୀଙ୍କ ପୀଠରେ ଶତାଧିକ ଭକ୍ତଙ୍କ ସମାଗମ

Khalikote, Ganjam | Jan 14, 2026
ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଅବସରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ ମନ୍ଦିରରେ ଆଜି ଭୋରରୁ ଲାଗିଛି ଭକ୍ତଙ୍କ ଭିଡ଼ । ଭୋରରୁ ମାଙ୍କୁ ରାଜାରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇଥିଲା । ଏହାପରେ ବିଭିନ୍ନ ରୀତିନୀତି ଅନୁସାରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଜି ଦିନ ୧୧ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଶତାଧିକ ଭକ୍ତ ମାନେ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।