ଅତାବିରା: ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତିରେ ପୂର୍ବତନ ସହକାରୀ ସଂପାଦକ ଓ ତାଙ୍କ ପତ୍ନୀ ନ୍ୟାୟ ଦାବୀନେଇ ଧାରଣାରେ ବସିଲେ
ବରଗଡ଼ ଜିଲ୍ଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସହକାରୀ ସଂପାଦକ ସନ୍ତୋଷ ପଣ୍ଡା ଓ ତାଙ୍କ ତରଙ୍ଗିନୀ ଆଜି ୧୧ ଟା ସମୟ ର ସମିତି କର୍ଯ୍ୟାଲୟ ପରିସ ରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସି ଛନ୍ତି । ଶ୍ରୀ ପଣ୍ଡାଙ୍କୁ ବିଗତ ବର୍ଷ ଗୁଡ଼ିକ ରେ ନୋଟିସ କରି ସମବାୟ ସମିତିର ଟଙ୍କା ଖାଇଛୁ ବୋଲି କହି ତାଙ୍କ ଜଳ ବାଡ଼ି ଘର ଜବତ କରିଥିଲେ |