ଅନୁଗୋଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ପଞ୍ଚାୟତ ବାଦିବାହାଳ ଗ୍ରାମରେ ପନିକିରେ ଆକ୍ରମଣ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ଗୁରୁତର ଜଣ ଙ୍କ ହେଲେ ବାଦିବାହାଳ ଗ୍ରାମର ଭଜମନ ଗଡନାୟକ ଙ୍କ ପୁଅ ସଂଗ୍ରାମ ଗଡନାୟକ (୨୯) ବୋଲି ଜଣା ପଡିଛି। ସୂଚନା ଯେ, ବାଦିବାହାଳ ଗ୍ରାମର ଭଜମନ ଗଡନାୟକ ଙ୍କ ପୁଅ ସଂଗ୍ରାମ ଗଡନାୟକ ଗାଡି ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ଆଜି ସନ୍ଧ୍ୟା ସମୟରେ ଘର ସମ୍ମୁଖରେ ଥିବା ବେଳେ ଚାରି ଜଣ ଆସି ହଠାତ୍ ସଂଗ୍ରାମ ଙ୍କୁ ଏକ ପନିକି ଯୋଗେ ଆକ୍ରମଣ କରି ପଳାଇ ଯାଇଥିଲେ । ଆକ୍ରମଣ ଘଟଣା ବିଷୟରେ ସଦର ପୋଲିସ ଖବର ପ