ବିଜେପୁର: ତାଲପାଲି ଠାରେ ସୁସ୍ଥ ନାରୀ ଶସସ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କୁ ନେଇ ଏକ ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ ହେଇଛି
ସୁସ୍ଥ ନାରୀ ଶସସ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କୁ ନେଇ ଏକ ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ ହେଇଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ସି ଏଚ ସି ଠାରେ,