Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ବରଗଡ: ଇସ୍ତଫା ଦେଇଥିବା ସରପଞ୍ଚ ବରାହଗୋଡା ଠାରେ ରଖିଲେ ପ୍ରତିକ୍ରିୟା

ବରାହଗୋଡା ସରପଞ୍ଚ ବାବୁଙ୍କ ଇସ୍ତଫାକୁ ନେଇ ବରଗଡ଼ ଜିଲ୍ଲାରେ ଚର୍ଚ୍ଚା | ଜଣେ ଅଟୋ ଚାଳକରୁ ଓ୍ବାର୍ଡ ମେମ୍ବର,ନାଏବ ସରପଞ୍ଚ ହେଲେ ଏବଂ ସରପଞ୍ଚଙ୍କ ଅକାଳ ବିୟୋଗ ପରେ ସରପଞ୍ଚ ଭାବେ କାର୍ଯ୍ୟ ତୁଲାଇଲେ । ହେଲେ ୨ ବର୍ଷ ସରପଞ୍ଚ ହେବା ପରେ ଉପ ଜିଲ୍ଲାପାଳଙ୍କୁ ଇସ୍ତଫା ଦେଇ ପୁଣି ଅଟୋ ଚଳାଉଥିବା ଦେଖାଯାଇଛି | ଏନେଇ ଶନିବାର ଅପରାହ୍ନ 3 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଯୁବ ସରପଞ୍ଚ | ରାଜନୈତିକ ଚାପ ପଡୁଥିବା ବେଳେ ସରପଞ୍ଚ ପଦବୀରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି ।

MORE NEWS