ହାତୀବାରି ଥାନା ଅଞ୍ଚଳରେ ସାଇବର ସଚେତନତା ରଥ ପହଞ୍ଚିଛି।ଏନେଇ ହାତୀବାରି ପୋଲିସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।ହାତୀବାରି ଥାନା ଅଞ୍ଚଳରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ହାତୀବାରି,ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ନୂଆଗାଁ ପରିସରକୁ ରଥ ପହଞ୍ଚିଥିଲା।ଏଥିରେ ବୀରମିତ୍ରପୁର ଏସ.ଡି.ପିଓ ସୁଶାନ୍ତ କୁମାର ଦାଶ,ହାତୀବାରି ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ, ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ପ୍ରଫୁଲ୍ଲ