ବୀରମିତ୍ରପୁର: ପେଣ୍ଟାକୋଷ୍ଟାଲର ସମୁଦାୟ ଜିଲ୍ଲାସଭାକୁ ନେଇ ଓଡ଼ିଶା ଆଦିବାସୀ କଂଗ୍ରେସର ଭାଇସ ଚେୟାରମ୍ୟାନ ରାଜେଶ କେରକେଟାଙ୍କ ପ୍ରତିକ୍ରିୟା
ଆଜି ପେଣ୍ଟାକୋଷ୍ଟାଲର ଏକ ସଭାକୁ ନେଇ କିଛି ସମସ୍ୟା ଉପୁଜିଥିବାବେଳେ ଓଡ଼ିଶା ଆଦିବାସୀ କଂଗ୍ରେସର ଭାଇସ ଚେୟାରମ୍ୟାନ ରାଜେଶ କେରକେଟା ଅସନ୍ତୋଷ ପ୍ରକାଶ କରିଛନ୍ତି।