ଆଗାମୀ ନୂତନ ବର୍ଷ ରାତି ପାଳନକୁ ଦୃଷ୍ଟିରେ ରଖି, ଆଇନ ଶୃଙ୍ଖଳା ତଦାରଖ, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ଅନୁଗୁଳ ପୋଲିସ ଏନଟିପିସି ଥାନା, କୋଲିୟରୀ ଥାନା, ବନ୍ତଳା ଥାନା ଏବଂ ନାଲକୋ ଥାନା ଅଞ୍ଚଳରେ ସନ୍ଧ୍ୟାକାଳୀନ ପାଦଚଲା ପାଟ୍ରୋଲିଂ କରିଥିଲେ।