ଜୟପୁର: ପୌର ସଭାଗୃହ ରେ ପ୍ରସ୍ତୁତି ବୈଠକ,ଡିସେମ୍ବର ୧୪ ରେ ହେବ ରାହାଗିରି
ଡିସେମ୍ବର ୧୪ ରେ ହେବ ରାହାଗିରି, ଜୟପୁର ସହରରେ ରାହାଗିରି ହେଵା ନେଇ ଆଜି ଅପରାହ୍ନ 4ଟା 30 ମିନିଟ ସମୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଜୟପୁର ପୌର ସଭାଗୃହ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ବୈଠକ ରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପ ଜିଲ୍ଲାପାଳ ଅକାବରମ ଶାଶ୍ୟ ରେଡ୍ଡୀ, ପୌର ଉପଧକ୍ୟ ବି. ସୁନିତା, ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ତହସିଲଦାର ସବ୍ୟ ସାଚି ଜେନା ପ୍ରମୁଖ ଉପସ୍ଥିତ ଥିଲେ l