ଖଣ୍ଡଗିରି: ସମ୍ବେଦନଶୀଳ ଘଟଣାକୁ ଚପେଇ ଦେବାକୁ ସରକାର ପ୍ରଚେଷ୍ଟା କରୁଛନ୍ତି, ଭୁବନେଶ୍ୱର ଏମ୍ସରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ଅଶୋକ ଦାସ
Khandagiri, Khordha | Jul 20, 2025
କଂଗ୍ରେସ ପ୍ରଶ୍ନ କରିଛି ଯେ ଭୁବନେଶ୍ୱର ଏମ୍ସ ରେ ଭଲ ଚିକିତ୍ସା ଯୋଗାଇ ଦିଆ ଯାଉଥିବା ବେଳେ ଅଯଥା ଦିଲ୍ଲୀ କାହିଁକି ନିଆଯାଉଛି। କେବଳ ରାଜନୀତି...