ମୋରଡା: ବଡାମପୁର ଜଙ୍ଗଲରେଥିବା ୩୫ଟିକିଆ ହାତୀପଲମଧ୍ୟରୁ ଜଣକୁ ତୀରବିଦ୍ଧକଲେ ସନ୍ଦିଗ୍ଧ, ଯନ୍ତ୍ରଣାରେ ଛଟପଟ ହାତୀର ଗତିବିଧି ଅନୁଧ୍ୟାନ କରୁଚି ବନବିଭାଗ
Muruda, Mayurbhanj | Aug 24, 2025
ମୋରଡା ନିର୍ବାଚନମଣ୍ଡଳୀ ତଥା ରାସଗୋବିନ୍ଦପୁର ବ୍ଲକ ଅଧୀନ ବଡାମପୁର ଜଙ୍ଗଲରେ ଥିବା ୩୫ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ହାତୀକୁ କୌଣସି ସନ୍ଦିଗ୍ଧ...