ଢେଙ୍କାନାଳ ସଦର: ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ନେଇ ସମାଜ ସେବୀଙ୍କ ଧାରଣା, ସମର୍ଥନ ଜଣାଇଲା ବିଭିନ୍ନ ସଂଗଠନ
Dhenkanal Sadar, Dhenkanal | Aug 19, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶାନ୍ତିପୂର୍ଣ୍ଣ ଧାରଣା ଦ୍ଵିତୀୟ ଦିନରେ ପହଁଚିଛି । ...