Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଗୋପାଳମାଲ ରେ ରହୁଥିବା ଜଣେ ସାମ୍ବାଦିକ ଘରେ ପଶିଲା ବିଷାକ୍ତ ସାପ

Sambalpur M, Sambalpur | Oct 22, 2025
ମହାନଗର ନିଗମ ଅନ୍ତର୍ଗତ ଗୋପାଳମାଲ ରେ ରହୁଥିବା ଜଣେ ସାମ୍ବାଦିକ ଘରେ ଆଜି ଦିନ 10ରେ ଏକ ବିଷାକ୍ତ ନାଗ ସାପ ପଶିଯାଇଥିଲା l ପରିବାର ବର୍ଗ ସାପ ଟିକୁ ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପ ଲାଇନ କୁ ଫୋନ କରିଥିଲେ l ସେପଟେ ସ୍ନେକ ହେଲ୍ପ ଲାଇନ ର ସଦଶ୍ୟ ମାନେ ତୁରନ୍ତ ଘଟଣା ସ୍ଥଳ କୁ ପହଁଚି ସାପ ଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି l

MORE NEWS