ସମ୍ବଲପୁର ଟ୍ରାଫିକ ପୋଲିସ ପୁଣି ବିକଟାଳ ଶବ୍ଦ କରୁଥିବା ବୁଲେଟ ଗୁଡିକୁ ଜବତ କରିଛନ୍ତି ଳ ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା 6 ଟା ରୁ ରାତି 8ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ସହରର ବିଭିନ୍ନ ସ୍ଥାନରୁ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଗୁଡିକୁ ଟ୍ରାଫିକ ପୋଲିସ ଜବତ କରିଥିଲେ। ଆଜି ମୋଟ 5 ଟି ବୁଲେଟ ଜବତ କରାଯାଇଛି। ଜବତ ହୋଇଥିବା ବୁଲେଟ ଗୁଡିକର ସାଇଲେନ୍ସର ଖୋଲା ଯାଇ ବୁଲେଟ ମାଲିକଙ୍କୁ ଫାଇନ କରାଯାଇଥିଲା l