ବାଲେଶ୍ବର ମ୍ୟୁନିସିପାଲଟି: ମଝିକିଆ ସ୍ଥିତ "ମା ବୁଢ଼ୀ ବାଶୁଳି କଳା ସଂସ୍କୃତି ମହାବିଦ୍ୟାଳୟର ୧୧ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ସରକାରୀ ଦଳର ଉପମୁଖ୍ୟ ସଚେତକ
ପଦ୍ମପୁର ଗ୍ରାମପଞ୍ଚାୟତର ମଝିକିଆ ସ୍ଥିତ "ମା ବୁଢ଼ୀ ବାଶୁଳି କଳା ସଂସ୍କୃତି ମହାବିଦ୍ୟାଳୟର ୧୧ ତମ ବାର୍ଷିକ ଉତ୍ସବରେ ରବିବାର ଦିନ ୨ଘଟିକା ରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳର ଉପମୁଖ୍ୟ ସଚେତକ ଯୋଗଦାନ କରିଥିଲେ। ଏହି ଅବସରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହିଥିଲେ।