ବଡସାହି: ସୁନାହଜା ଗ୍ରାମରେ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ବୃଦ୍ଧା ମୃତ,ଅଗ୍ନିଶମବାହିନୀ ସହାୟତାରେ ପାଣିରୁ ମୃତଦେହ ଉଦ୍ଧାରପରେ ଜବତକଲା ପୁଲିସ
Barsahi, Mayurbhanj | Aug 12, 2025
ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ସୁନାହଜା ଗ୍ରାମରେ ମଙ୍ଗବାର ଅପରାହ୍ନରେ ପୋଖରୀକୁ ଗାଧୋଇବାକୁ ଜାଇଯାଇ ପାଣିରେ ବୁଡି ଜନୈକା ବୃଦ୍ଧା...