ବଡସାହି: ଏମପିସି ହାଇସ୍କୁଲରେ ସ୍ୱତନ୍ତ୍ର ଅଭିଭାଭାବକ ବୈଠକରେ ଆସ ସ୍କୁଲଯିବା ଉପରେ ଆଲୋଚନା ଓ ପଦଯାତ୍ରାରେ ଯୋଗଦେଲେ ବ୍ଲକଶିକ୍ଷା ଅଧିକାରୀ ବିପ୍ଳବ କର
Barsahi, Mayurbhanj | Aug 16, 2025
ବେତନଟୀ ଏମପିସି ହାଇସ୍କୁଲରେ ଶନିବାର ଅପରାହ୍ନ ଦୁଇଟାରେ ଆୟୋଜିତ ସ୍ୱତନ୍ତ୍ର ଅଭିଭାବକ ବୈଠକରେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର...