Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ପିଏମ ସୂର୍ଯ୍ୟଘର - ୟୁଏଲଏ ନେଇ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ଦିଗରେ ଟିପିଏନଓଡ଼ିଏଲ , ବାଲେଶ୍ଵର ଶାଖାର ସୂଚନା

Baleshwar M, Balasore | Dec 15, 2025
ପିଏମ ସୂର୍ଯ୍ୟଘର - ୟୁଏଲଏ ନେଇ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ଦିଗରେ ଟିପିଏନଓଡ଼ିଏଲ ବିଶେଷ ଗୁରତ୍ଵ ଦେଉଛି ।ଏ ସମ୍ପର୍କରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ କହିଛନ୍ତି ଯେ ଟିପିଏନଓଡ଼ିଏଲ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ତଥା କମ ଖର୍ଚ୍ଚରେ ଏହି ଯୋଜନା ମାଧ୍ୟମ ରେବିଦ୍ୟୁତ୍ ସୁବିଧା ଯୋଗାଇ ଦେଉଛି। ସେଥିପାଇଁ ଏ ବିଷୟରେ ଅଧିକ ଜାଣିବା ପାଇଁ ଉପଭୋକ୍ତାଙ୍କୁ ନିକଟସ୍ଥ ଟିପିଏନଓଡ଼ିଏଲ କାର୍ଯ୍ୟIଳୟ ଅଥବା ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ରେ ଯୋଗାଯୋଗ କରିବାପାଇଁ ସୋମବାର ଦିନ୩ ଘଟିକାରେ ଦର୍ଶାଯାଇଛି।
ବାଲେଶ୍ବର ମ୍ୟୁନିସିପାଲଟି: ପିଏମ ସୂର୍ଯ୍ୟଘର - ୟୁଏଲଏ ନେଇ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ଦିଗରେ ଟିପିଏନଓଡ଼ିଏଲ , ବାଲେଶ୍ଵର ଶାଖାର ସୂଚନା - Baleshwar M News