ପୋଲସରା: ବୁଗୁଡ଼ା ଭାମଶିଆଳି ଗ୍ରାମ ନିକଟ ଶୁଖୁଆଖାଇ ମନ୍ଦିର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ,7 ମେଣ୍ଢା କୁ ମରିବା ସହ ଦୁଇ ନିଖୋଜ
Polasara, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିନ ଭାମଶିଆଳି ଗ୍ରାମ ନିକଟ ଶୁଖୁଆଖାଇ ମନ୍ଦିର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ l ମେଣ୍ଢା ଗୋଠ ରୁ 7 ମେଣ୍ଢା...