ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଓ ଶାଶୁ ଏବଂ ଶଳାଙ୍କୁ ଆକ୍ରମଣ ଅଭିଯୋଗରେ
ଅଭିଯୁକ୍ତକୁ ଖଣ୍ଡଗିରିରୁ ଗିରଫ କଲା ପୋଲିସ
Bhubaneswar M Corp, Khordha | Aug 27, 2025
ଅଭିଯୋଗକାରିଣୀ ନୟନୀ ନାୟକ ଦୁଇ ଝିଅ, ଦୁଇ ଜ୍ଵାଇଁଙ୍କ ସହ ମିଶି ଆଇଗିଣିଆ ମାଛ ମାର୍କେଟ ଅଞ୍ଚଳରେ ରହୁଥିଲେ । ତାଙ୍କର ବଡ ଝିଅ ଗତ ଦୁଇ ବର୍ଷ...