କଣ୍ଟାମାଳ: କଣ୍ଟାମାଲ ନୂତନ ଥାନା ଅଧିକାରୀ ଙ୍କୁ ଭେଟି ସ୍ୱାଗତ ସହ ଅଂଚଳରେ ପେଟ୍ରୋଲିଙ୍ଗ କଡାକୁଡି କରିବା ପାଇଁ କହିଲେ ସାମ୍ବାଦିକ ସଙ୍ଘ
ନୂତନ ଥାନା ଅଧିକାରୀ ଙ୍କୁ ଭେଟି ସ୍ୱାଗତ ସହ ଅଂଚଳରେ ପେଟ୍ରୋଲିଙ୍ଗ କଡାକୁଡି କରିବା ପାଇଁ କହିଲେ ସାମ୍ବାଦିକ ସଙ୍ଘ କଣ୍ଟାମାଲ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ରଂଜିତ ମୁନି ଯୋଗଦାନ ଦେଇଥିବା ବେଳେ କଣ୍ଟାମାଲ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରୀ ମୁନି ଙ୍କୁ ସ୍ୱାଗତ ସହ ଶୁଭେଚ୍ଛା ଜଣେଇଥିଲେ I ଏହା ପରେ ଅଂଚଳରେ ହୋଈ ଥିବା ନିଶାକରବାର ସହ ଚୋରି ରହIଜନି ବଢୁଥିବା ନେଇ ଅବଗତ କରିବା ସହ ପେଟ୍ରୋଲିଙ୍ଗ କଡାକୁଡି କରିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି I