ଟିଟିଲାଗଡ: ଟିଟିଲାଗଡ଼ ଥାନା ନିକଟ ଓଭରର୍ବ୍ରିଜ ଉପରେ ରାଜସ୍ଥାନୀ ହୋଟେଲ ସମ୍ମୁଖରେ ଝାଲ ମୁଢ଼ି ବିକୁଥିବା ଠେଲା ବାଲାଙ୍କ ଝୁଲୁଛି ମୃତ ଦେହ - ଲୋକଙ୍କ ଭିଡ
Titlagarh, Balangir | Sep 6, 2025
ଶନିବାର ସକାଳୁ ପ୍ରାତଃ ଭ୍ରମଣ ବେଳେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଟିଏ ଛିଡ଼ା ହେଲା ଭଳି ଦିଶୁଥିବା ବେଳେ ପାଖକୁ ଗଲେ ବେକରେ...