କଟକ ପୌରାଞ୍ଚଳ: ଅଲିଶା ବଜାରରୁ ଶଣ୍ଢ ଚୋରିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ, ଥାନାରେ ଏତଲା
#viralvideo
Cuttack M Corp PS, Cuttack | Sep 5, 2025
କଟକ ଅଲିଶା ବଜାରରୁ ଶଣ୍ଢ ଚୋରିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶୁକ୍ରବାର ରାତି ୮ ଟା ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...