ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ତପସ୍ୱନୀ ପ୍ରେକ୍ଷାଳୟ ଠାରେ ଆଜି ଦିନ 11 ଟା ରେ ଜିଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଓ ସମ୍ୱାନିତ ଅତିଥି ରୂପେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ଅନୀଲ ବେହେରା, ଜିଲା ପରିଷଦର ଚେୟାରମେନ କୁମୁଦିନୀ ନାଏକ, ଅଧିକାରିଣୀ ସରୋଜା ବେହେରା ଓ ଗିରିଜା ଶଙ୍କର ମହାନ୍ତି ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲାର ବହୁ ଚାଷୀ ତଥା ପାଣି ପଞ୍ଚାୟତ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଚାଷ ସମ୍ପର୍କିତ ରହିଥିବା ସମସ୍ୟା ଗୁଡି