ବିରିଡି: ଚାଷୀଖଣ୍ଡ ବଂଶୀଧର ଦାସ ଙ୍କ ପ୍ରତିମୂର୍ତ୍ତି ତଳେ ଶୁକ୍ରବାର ସନ୍ଦ୍ୟା ୭ଟାରେ ତ୍ତିତ୍ତୋଲ ନିର୍ବାଚନ ମଣ୍ଡଳୀ ଆମଆଦମୀ ପାଟିର ଉପବାସ ଧାରଣା
ତିର୍ତୋଲ ନିର୍ବାଚନ ମଣ୍ଡଳୀ ଆମଆଦମୀ ପାଟି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଅସମ୍ବିଧାନିକ ଭାବେ ଗିରଫ କରଯାଇଥିବା ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟା ୭ଘଟିକା ସମୟରେ ଚାଷୀଖଣ୍ଡ ବଂଶୀଧରଦାସ ଙ୍କ ପ୍ରତିମୂର୍ତ୍ତି ତଳେ ଉପବାସ ଧାରଣା ଦେଇଥିଲେ