ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ପୋଲିସ ରିଜର୍ଭ ପଡ଼ିଆରେ ୬୬ ତମ ପୋଲିସ ସହୀଦ ଦିବସ ପାଳିତ
ସମ୍ବଲପୁର : ସମ୍ବଲପୁର ପୋଲିସ ରିଜର୍ଭ ପଡ଼ିଆରେ ୬୬ ତମ ପୋଲିସ ସହୀଦ ଦିବସ ପାଳିତ ହୋଇଯାଇଛି l ସକାଳ ୯ ଘଣ୍ଟା ସମୟରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ବଲପୁର ଏସପି ମୁକେଶ ଭାମୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ଆଇଜି ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ସହୀଦ ସ୍ତମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ପୁଷ୍ପଗୁଛ ଦେଇ ସହିଦ ପୋଲିସ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆଇଜି ହିମାଂଶୁ ଲାଲ ଦେଶ ତଥା ରାଜ୍ୟ ଓ ଜ଼ିଲ୍ଲା ରେ ସହିଦ ହୋଇଥିବା ପୋଲିସ କର୍ମଚାରୀ