ସୁନ୍ଦରଗଡ ସହର: ଏସପି ସୁନ୍ଦରଗଡ଼ଙ୍କ ନିର୍ଦ୍ଦେଶରେ ଧରୁଆଡିହି ପୋଲିସର ଚମ୍ପାପଡ଼ା, ବାଘନିପାଣି, ସଳଙ୍ଗାବୁଡ ଏବଂ ଡୁଡୁକା ବାହାଲ ଜଙ୍ଗଲରେ ପ୍ରହାର ପାହର
Sundargarh Town, Sundargarh | Sep 12, 2025
ଆଜି ସେପ୍ଟେମ୍ୱର 12 ତାରିଖ ମଧ୍ୟାହ୍ନ 12 ଟା 3 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ପ୍ରହାର ପାହର। ପାହର ପଡିଛି ଧରୁଆ ଡିହି ଥାନା ଅର୍ନ୍ତଗତ...