ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସହରରେ ଦୀପାବଳି ରାତିରେ ବାଇକ୍ ଚାଳନା କରି ବାଣ ଫୁଟାଇ ରିଲ୍ କରୁଥିଲେ, ଭିଡିଓ ଭାଇରାଲ ପରେ ଭୂଲ ମାଗିଲେ
ଦୀପାବଳିରେ ବାଇକ୍ ଚାଳନା ସହ ବାଇକ୍ ରେ ବାଣ ଫୁଟାଇ ବିବାଦକୁ ଆସିଛନ୍ତି ଜଣେ ଯୁବକ। ରାଉରକେଲା ସହରରେ ଏଭଳି ରିଲସ୍ କରି ସୋସିଆଲ ମିଡିଆର ଛାଡିବା ପରେ ପୋଲିସ ଧରିଥିଲା। ତେବେ ଯୁବକ ଜଣକ ପରେ କ୍ଷମା ମାଗିଛନ୍ତି। ଯାହାର ଭିଡିଓ ବୁଧବାର ସଂଧ୍ୟାରେ ଭାଇରାଲ ହେଉଛି।