ବୀରମିତ୍ରପୁର: ହାତୀବାରି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ହେଲା କଡାକଡି
ହାତୀବାରି ଥାନା ଅଞ୍ଚଳରେ ଆଜି ପୋଲିସ ପକ୍ଷରୁ ଗାଡ଼ି କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା।ପୋଲିସ ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ଘଟଣାକୁ ନେଇ କଡାକଡି ଯାଞ୍ଚ ହେଉଥିବା ଜଣାପଡିଛି।ଆଜି ଟିସ୍କୋ ଛକ,ଜାହାଡିଟୋଲି ଛକ ଆଦି ବିଭିନ୍ନ ଛକରେ ହାତୀବାରି ଥାନାରୁ ଏସ.ଆଇ ବ୍ରଜ କିଶୋର ଦାସ ଏକ ପୋଲିସ ଦଳ ନେଇ ଯାଞ୍ଜ କାର୍ଯ୍ୟ କରିଥିଲେ।ସେହିପରି ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ଏକ ପୋଲିସ ଦଳ ନେଇ ଯାଞ୍ଜ କାର୍ଯ୍ୟ କରିଥିବା