ମହୁମାଛି ଆକ୍ରମଣରେ ଜଣେ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁତର ମହିଳା ଜଣଙ୍କ ହେଲେ ମହାବିରୋଡ ଅଞ୍ଚଳର ମହର୍ଗା ସାହୁଙ୍କ ସ୍ତ୍ରୀ ହାଡ଼ିଆଣି ସାହୁ (୫୨) ବୋଲି ଜଣା ପଡିଛି। ସୂଚନା ଯେ, ଆଜି ଦିନ ୧୧ ଘଟିକା ବେଳେ ହାଡ଼ିଆଣି ସାହୁ ଘର ଠାରୁ ୧ କିଲୋମିଟର ଦୂରରେ ଥିବା ଚାଷ୍ ଜମି କୁ ଧାନ ଦେଖିବା ପାଇଁ ଯାଇଥିଲେ। ସେହି ସମୟରେ ବହୁ ମହୁମାଛି ଆସି ହାଡ଼ିଆଣି ସାହୁ ଙ୍କୁ ଆକ୍ରମଣ କରିଥିଲେ। ହାଡ଼ିଆଣି ଚିତ୍କାର କରିବାରୁ ନିକଟରେ ଥିବା ଗ୍ରାମବାସୀ ମାନେ ପହଁଚି ହାଡ଼ିଆଣି ଙ୍କୁ ଉଦ୍ଧାର କରି ପରଜଙ୍ଗ ମେଡିକାଲ ରେ ଭର୍ତି କର