ରାୟଗଡା: ଆବଡ଼ା ପଞ୍ଚାୟତ ର ମହିଳା ଙ୍କୁ ମିଳୁନି ସୁଭଦ୍ରା ଯୋଜନା ଟଙ୍କା...ସାମିଲ କରିବା ସକାଶେ ଗୁଣପୁର ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ
Rayagada, Rayagada | Apr 25, 2025
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଆବଡ଼ା ପଞ୍ଚାୟତର ର ଯୋଗ୍ୟ ମହିଳା ଙ୍କୁ ମିଳୁନି ସୁଭଦ୍ରା ଟଙ୍କା।ଆଜି ଗୁଣପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ...