କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କେଲଡା ଓ ନଗ୍ରାବାହାଲ ଅଞ୍ଚଳ ରେ ବଣୁଆ ହାତୀ ଙ୍କ ଉପସ୍ଥିତି ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଇଛି। ସୂଚନା ଅନୁସାରେ କେଲଡ଼ା ଓ ନଗରାବାହାଲ ସମେତ ଆଖପାଖ ଅଞ୍ଚଳ ରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଏହାକୁ ନେଇ ଅଞ୍ଚଳ ରେ ଭୟର ବାତାବରଣ ରହିଛି। ଅନ୍ୟ ପଟେ ସନ୍ଧ୍ୟା ହେଲେ ଲୋକଙ୍କୁ ଘରୁ ବାହାରିବା ପାଇଁ ବନ ବିଭାଗ ପକ୍ଷରୁ ଗୁରୁବାର ସାନ୍ଧ୍ୟ ୬ ଟାରେ ସତର୍କ କରାଯାଇଛି।