Public App Logo
Jansamasya
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
No video available

ଭଦ୍ରକ ଗ୍ରାମାଞ୍ଚଳ: ସୁଗୋ ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବାସୁଦେବପୁର ଵିଧାୟକ

Bhadrak Rural, Bhadrak | Jul 19, 2024
ସୁଗୋ ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବାସୁଦେବପୁର ଵିଧାୟକ। ଶୁକ୍ରବାର ଅପରାହ୍ନ ୩ଟାରେ ମାନନୀୟ ବାସୁଦେବପୁର ବିଧାୟକ ଅଶୋକ ଦାସ ଵାସୁଦେବପୁର ବ୍ଲକ ଅଧୀନ ସୁଗୋ ଗ୍ରାମ ପଞ୍ଚାୟତରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ବନୀକରଣ କାର୍ଯ୍ୟକ୍ରମ -୨୦୨୪ ତରଫରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ। ଏହି ପଞ୍ଚାୟତର ଶସ୍ୟ ଶାମଳା କରିବା ପାଇଁ ସ୍ଥାନୀୟ ଵାସିନ୍ଦାମାନଙ୍କ ସହ ଆଲୋଚନା କରିଥିଲେ ବିଧାୟକ। ବୃକ୍ଷ ରୋପଣ ଅପେକ୍ଷା ବୃକ୍ଷ କିପରି ରକ୍ଷଣାବେକ୍ଷଣ ହେବ ଏଥିପ୍ରତି ଗୁରୁତ୍ୱ ଦେଵାକୁ ସେ ଜଙ୍ଗଲ ବିଭାଗକୁ ନିବେଦନ କରିଥିଲେ

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ସୁଗୋ ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବାସୁଦେବପୁର ଵିଧାୟକ - Bhadrak Rural News