୭୭ ତମ ଗଣତନ୍ତ୍ର ଦିବସ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ହସ୍ପିଟାଲ ପଡିଆ ଠାରେ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ସାଂସଦ ଜମନକିରା ବ୍ଲକ ପ୍ରତିନିଧି ରମେଶ ସାହୁ, ତହସିଲଦାର ପ୍ରବୀଣା ବିଲୁଙ୍ଗ, ଆଇ ଆଇ ସି ପଦ୍ମାଳୟା ସାହୁ, ଦେବକୀ ନାଏକ, ଜ୍ୟୋର୍ତ୍ତିମୟୀ ଜ୍ୟୋସ୍ନା ରାଣି ଦାଶ, ଡକ୍ତର. ରାଜେନ୍ଦ୍ର କୁମାର ଜଗତ ପ୍ରମୁଖ ଯୋଗ ଦେଇଥିଲେ। ସୋମବାର ସନ୍ଧ୍ୟା ୫ ଟାରେ ସୂଚନା ପ୍ରଦାନ କରାଯାଇଛି