କୋଟପାଡ: କୁନ୍ଦୁରା ଠାରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ l
Kotpad, Koraput | Oct 14, 2025 ବିଜେଡିର ପଦଯାତ୍ରା ଅନୁଷ୍ଠିତ l ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ ନେଇ ଆଜି ତଥା ମଙ୍ଗବାର ମଧ୍ୟହ୍ନ ବାରଟା ଠାରୁ କୁନ୍ଦୁରା ରେ ଆରମ୍ଭ ହୋଇଛି ପଦଯାତ୍ରା l ବ୍ଲକ ବିଜେଡି ସଭାପତି ବୃନ୍ଦା ମଲିକ ଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ପଦଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ଝିନୁ ହିକକା ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏବଂ ପଦ୍ମିନୀ ଦିଆନ, ପୁର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ସମତ ଅନ୍ୟନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ l ଏହି ଅବସରରେ ବିଜେପି ସରକାରଙ୍କ ବିରୋଧ ନାରା ବାଜି ଦିଆଯାଇଥିଲା l