Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବଲାଙ୍ଗୀର: କମସରା ଅଞ୍ଚଳରେ ଅଜଣା ଗାଡ଼ି ଧକ୍କା ଜଣେ ଗୁରୁତର ଭୀମଭୋଇ ମେଡିକାଲ୍‌ ରେ ଭର୍ତ୍ତି

Balangir, Balangir | Nov 2, 2025
କମସରା ଅଞ୍ଚଳ ରେ ଅଜଣା ଗାଡ଼ି ଧକ୍କା ଜଣେ ଗୁରୁତର, ଭୀମ ଭୋଇ ମେଡିକାଲ୍‌ ରେ ଭର୍ତ୍ତି କମସରା ଅଞ୍ଚଳରେ ଅଜଣା ଗାଡ଼ି ଧକ୍କା ଘଟଣା ଘଟିଛି। ଏହି ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଙ୍କ ପରିଚୟ ଚାର ଭଟ୍ଟା ଗ୍ରାମର ରତ୍ନ ମନ ହୀରା ବୋଲି ଜଣାପଡ଼ିଛି। ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲ୍ରେ ଆଜି ରାତି ପ୍ରାୟ ୧୦ଟା ସମୟରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଧକ୍କା ଦେଇଥିବା ଗାଡ଼ି ଓ ଚାଳକ ଙ୍କ ଖୋଜ ଜାରି ରହିଛି।

MORE NEWS