ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁଶ୍ରାଲୋଇରେ ମେସର୍ସ ଭାରତ କୋଇଲା ଗ୍ୟାସିଫିକେସ ଆଣ୍ଡ କେମିକାଲ୍ସ ଲିମିଟେଡ଼ ର ପରିବେଶୀୟ ମଞ୍ଜୁରୀ ପାଇଁ ଅନୁଷ୍ଠିତ ସର୍ବ ସାଧାରଣ ଜନ ଶୁଣାଣିକୁ ନେଇ ଆଜି ଅପରାହ୍ନ ୨ ଟା ରେ ପ୍ରତିକ୍ରିୟଦେଲେ ଉପଜିଲ୍ଲାପାଳ ସବ୍ୟସାଚି ପଣ୍ଡା l ପ୍ରଦୂଷଣ ମୁକ୍ତ ପ୍ରକଳ୍ପ, ନିଯୁକ୍ତି, ଥଇଥାନ, କ୍ଷତିପୂରଣ, ଶିକ୍ଷା, ସ୍ୱାସ୍ଥ୍ୟ ପରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ରଖିଥିବା ଉପଜିଲ୍ଲାପାଳ କହିଛନ୍ତି