ଅନୁଗୋଳ: ଗୀତାଗ୍ରାମରେ ଥିବା ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟ ବନ୍ଦ ଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ କରୁଣାକର ନାର୍ସ
Anugul, Angul | Oct 22, 2025 ଦୃଷ୍ଟିହିନ ଓ ମୁକ ବଧିର ପିଲା ମାନଙ୍କୁ ଏନଜିଓ ସଂସ୍ଥା ହଇରାଣ କରୁଥିବା ଅଭିଯୋଗ ହୋଇଛି। ପିଲା ମାନେ ଘରେ ବସି ପାଠ ପଢି ପାରୁ ନାହାଁନ୍ତି। ବର୍ତ୍ତମାନ ପିଲା ମାନେ କେବେ ବିଦ୍ୟାଳୟକୁ ଯିବେ କେହି ସଠିକ୍ ଉତ୍ତର ଦେଇ ପାରୁ ନାହାଁନ୍ତି। ଯାହା ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇ ଯାଉଛି। ଶିକ୍ଷା ବର୍ଷ ଅଧାରୁ ଏମିତି ହଇରାଣ କରୁଥିବା ନେଇ ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଏକ ସ୍ବତନ୍ତ୍ର ଦୃଷ୍ଟିହୀନ ଓ ମୁକ ବଧିର ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟଟି ପୂର୍ବରୁ ରେଡକ୍ରସ ପାଣ୍ଠିରେ ଚାଲୁଥିଲା।ବିଦ୍ୟ